ଆଇଟିଡିଏ ଵିଶ୍ବଦର୍ଶିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବଣାଇ ପିଏ ଆଇଟିଡିଏ ଵିଶ୍ବଦର୍ଶି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଵଣାଇ ବାସଭବନ ସହିତ ଭୁବନେଶ୍ବର, ବାଲେଶ୍ଵର ଓ ଯାଜପୁରରେ ଏକ ସମୟରେ ଭିଜିଲାନ୍ସ ଚଢ଼ାଉ। ଭିଜିଲାନ୍ସ ବିଭାଗର ୪ ଟି ଟିମ ଏକ ସମୟରେ ୪ ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଭୁବନେଶ୍ୱରରେ ଶ୍ରୀରାମନଗରରେ ଦୁଇ ମହଲା କୋଠା, ଲକ୍ଷ୍ମୀସାଗର ଓ ଖରବେଲନଗର ରେ ଦାମୀ ଫ୍ଲାଟ ରହିଛି ।