ରାତିରେ ସ୍ଵପ୍ନ କହିବା ଭବିଷ୍ୟତ

ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଯଦି ଆପଣ ସ୍ୱପ୍ନରେ ଝରଣା ଦେଖୁଛନ୍ତି ତେବେ ଜୀବନରେ ଶୁଭ ସମୟ ଆସୁଛି । ଆପଣଙ୍କ ଜୀବନରେ ଆଗକୁ ଭଲ ସମୟ ଆସିବା ସହ ଅଧିକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ହେଲେ ଯଦି ଆପଣ ସ୍ୱପ୍ନରେ ଆବର୍ଜନାପୂର୍ଣ୍ଣ ଝରଣା ବୋହୁଥିବାର ଦେଖନ୍ତି ତେବେ ଏହାକୁ ସ୍ୱପ୍ନ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି । ସେହିପରି ଯଦି ସ୍ୱପ୍ନରେ ଶିବ ଲିଙ୍ଗରେ କ୍ଷୀର ଢାଳୁଥିବାର ସ୍ୱପ୍ନ ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ଦେଇଥାଏ । ଏହାର ଅର୍ଥ ଧନ ପ୍ରାପ୍ତିର ଯୋଗ ରହିଛି । ଏପରି ସ୍ୱପ୍ନ ଖୁବ ଭାଗ୍ୟଶାଳୀ ଲୋକଙ୍କୁ ଆସିଥାଏ । ସେହିପରି ଯଦି ସ୍ୱପ୍ନରେ ଶିବ ଲିଙ୍ଗରେ କ୍ଷୀର ଢାଳୁଥିବାର ସ୍ୱପ୍ନ ଦେଖନ୍ତି ତେବେ ଏହା ଶୁଭ ସଙ୍କେତ । ଏହାର ଅର୍ଥ ହେଉଛି ଆପଣଙ୍କର ଧନ ପ୍ରାପ୍ତିର ଯୋଗ ରହିଛି । ଏପରି ସ୍ୱପ୍ନ ଖୁବ ଭାଗ୍ୟଶାଳୀ ଲୋକଙ୍କୁ ଆସିଥାଏ ।