ମଧୁମେହ ଥିଲେ ଖାଆନ୍ତୁ ଏହିସବୁ, ରହିବେ ସୁସ୍ଥ
ମଧୁମେହ ଦୂର ପାଇଁ ଖାଆନ୍ତୁ ଏହି ଜିନିଷ
ମଧୁମେହ ଓ ଉଚ୍ଚ ରକ୍ତଚାପ ଏହି ରୋଗ ଅନେକଙ୍କୁ ହୋଇଥାଏ । ଏହି ରୋଗରୁ ନିଜକୁ ରକ୍ଷା କରିବାକୁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ। କଞ୍ଚା ରସୁଣ ଖାଇବା ଦ୍ୱାରା ଖରାପ କୋଲେଷ୍ଟେରୋଲ୍ କମ୍ ହୋଇଥାଏ। ରସୁଣର ପୋଷକ ପାଇଁ ମଧୁମେହ ବହୁ ପରିମାଣରେ କମ୍ ହୋଇଥାଏ। ମେଥିଦାନାରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରାର ମାତ୍ର କମ୍ କରେ।
ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍ କମ୍ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ମଧ୍ୟ। ତୁଳସୀ ମଧ୍ୟ ଏଥିପାଇଁ ବେଶ୍ ଉପକାରୀ ।
ଅଳସୀ ମଞ୍ଚି ସେବନ ଦ୍ୱାରା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭାବନା ଖୁବ୍ କମ୍ ରହିଛି ।




admin 