ବ୍ଲକ କଂଗ୍ରେସ ସଭାପତି ନିଯୁକ୍ତି

ବ୍ଲକ କଂଗ୍ରେସ ସଭାପତି ନିଯୁକ୍ତି

ଖୋର୍ଦ୍ଧା ଜିଲ୍ଲା ଅର୍ନ୍ତଗତ ବୋଲଗଡ଼ ଓ ବେଗୁନିଆ ବ୍ଲକରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିସଭାପତି ଶ୍ରୀ ଶରତ ପଟ୍ଟନାୟକ ବୋଲଗଡ଼ ବ୍ଲକ କଂଗ୍ରେସ ସଭାପତି ଭାବରେ ଶ୍ରୀ ସଂଜୀବ କୁମାର ସୁବୁଦ୍ଧି ଏବଂ ବେଗୁନିଆ ବ୍ଲକ କଂଗ୍ରେସ ସଭାପତି ଭାବରେ କାଳନ୍ଦୀ ଚରଣ ମହାପାତ୍ରଙ୍କୁ ସଭାପତି ଭାବରେ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।