୧୦ ଜଣ ସଚିବଙ୍କୁ ମିଳିଲା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ଵ ,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା

୧୦ ଜଣ ସଚିବଙ୍କୁ ମିଳିଲା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ଵ ,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା

 ୧୦ ଜଣ ସଚିବଙ୍କୁ ମିଳିଲା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ଵ ,ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା
ଭୁବନେଶ୍ଵର: ୧୦ ଜଣ ସଚିବଙ୍କୁ ମିଳିଲା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ଦାୟିତ୍ଵ । ସ୍ଵାସ୍ଥ୍ୟ, ଶିକ୍ଷା, ଜଳଯୋଗାଣ ଆଦି ମୌଳିକ ଭିତ୍ତିଭୂମିର ତଦାରଖ କରିବେ ଏହି ୧୦ ସଚିବ। ଏହି ସବୁ ଜିଲ୍ଲା ଗୁଡିକରେ ସଚିବ ମାନେ ବୁଲି କାର୍ୟ୍ୟ ତଦାରଖ କରିବେ। ପରିବହନ ସଚିବ ମଧୁସୂଦନ ପାଢୀଙ୍କୁ କନ୍ଧମାଳ ଏମଏସଏମଇ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଦାୟିତ୍ଵ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାୟଗଡା ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ବଲାଙ୍ଗୀର ବିଜ୍ଞାନ ଓ କାରିଗରୀ ସଚିବ ସନ୍ତୋଷ ଷଡଙ୍ଗୀଙ୍କୁ କୋରାପୁଟ ଏସସି/ଏସଟି ସଚିବ ରଞ୍ଜନ ଚେପ୍ରାଙ୍କୁ ଢେଙ୍କାନାଳ ରାଜସ୍ଵ ସଚିବ ବିଷ୍ଣୁପଦ ସେଠୀଙ୍କୁ ନୂଆପଡା ଇପିକଲ୍ ଏମଡି ନୀତିନ୍ ବି.ଜାୱଲେଙ୍କୁ ମାଲକାନଗିରି ମହିଳା ସଶକ୍ତିକରଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର ସାମାଜିକ ସୁରକ୍ଷା ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଗଜପତି ଦାୟିତ୍ଵ ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡିକରେ ସଚିବ ମାନେ ବୁଲି କାର୍ୟ୍ୟ ତଦାରଖ କରିବେ।