ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ପର୍ଯ୍ୟବେକ୍ଷକ

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ପର୍ଯ୍ୟବେକ୍ଷକ

ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ: ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ହେଲେ ପର୍ଯ୍ୟବେକ୍ଷକ
ଭୁବନେଶ୍ୱର:୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି ବିଜେଡି । ଆସନ୍ତୁ ଜାଣିବ କେଉଁ ଜିଲ୍ଲା ପାଇଁ କିଏ ହେଲେ ପର୍ଯ୍ୟବେକ୍ଷକ ନବରଙ୍ଗପୁର ଓ ରାୟଗଡା-ସଞ୍ଜୟ ଦାସବର୍ମା କୋରାପୁଟ ଓ ମାଲକାନଗିରି-ଚନ୍ଦ୍ରସାରଥି ବେହେରା କଳାହାଣ୍ଡି-ନବ ଦାସ ବରଗଡ-ପ୍ରଫୁଲ୍ଲ ମଲ୍ଲିକ ବଲାଙ୍ଗିର-ସୁଶାନ୍ତ ସିଂ ଗଞ୍ଜାମ- ମହେଶ୍ୱର ମହାନ୍ତି ଗଜପତି-ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ କନ୍ଧମାଳ- ବିକ୍ରମ କେଶରୀ ଆରୁଖ ଢେଙ୍କାନାଳ- ବିଜୟ ନାୟକ ବୌଦ୍ଧ- କୃତିବାସ ପାତ୍ର ଅନୁଗୁଳ- ନିରଞ୍ଜନ ପୂଜାରୀ ସୁନ୍ଦରଗଡ- ପ୍ରୀତିରଂଜନ ଘଡାଇ ସମ୍ବଲପୁର ଓ ଦେବଗଡ- ନଳିନୀକାନ୍ତ ପ୍ରଧାନ କେନ୍ଦୁଝର-ଦିବ୍ୟଶଙ୍କର ମିଶ୍ର ମୟୂରଭଞ୍ଜ-ପ୍ରବଣ ପ୍ରକାଶ ଦାସ ବାଲେଶ୍ୱର-ପ୍ରତାପ ଜେନା ଭଦ୍ରକ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରାପଡା-ପ୍ରମୀଳା ମଲ୍ଳୀକ ଜଗତସିଂହପୁର-ଦେବାଶିଷ ସାମନ୍ତରାୟ ପୁରୀ- ପ୍ରଦୀପ ଅମାତ ଖୋର୍ଦ୍ଧା-ପ୍ରସନ୍ନ ଆଚାର୍ଯ୍ୟ ନୂଆପଡା- ସୌଭାଗ୍ୟ ନାୟକ କଟକ-ଉଷା ଦେବୀ ଯାଜପୁର-ଅଶୋକ ଚନ୍ଦ୍ର ପଣ୍ଡା ନୟାଗଡ- ଅମର ପ୍ରସାଦ ଶତପଥୀ ଝାରସୁଗୁଡା-ପଦ୍ମନାଭ ବେହେରା ସୁବର୍ଣ୍ଣପୁର- ଆୟୁବ ଖାନ୍