ଓଡିଶାର ୭ଟି ପ୍ରକଳ୍ପକୁ ମଂଜୁରୀ ଦେଲା କେନ୍ଦ୍ର

ଓଡିଶାର ୭ଟି ପ୍ରକଳ୍ପକୁ ମଂଜୁରୀ ଦେଲା କେନ୍ଦ୍ର

 ଓଡିଶାର ୭ଟି ପ୍ରକଳ୍ପକୁ ମଂଜୁରୀ ଦେଲା କେନ୍ଦ୍ର
ନୂଆଦିଲ୍ଲୀ : ଓଡିଶାର ୭ଟି ପ୍ରକଳ୍ପକୁ ମଂଜୁରୀ ଦେଲା କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ । ୭ଟି ପ୍ରକଳ୍ପକୁ ମଂଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକାରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଏନଏଚ-୩୨୬ର ମାଲକାନାଗିରିରୁ ମୋଟୁ ମଧ୍ୟରେ ୫ଟି ନୂଆ ସେତୁକୁ ମଂଜୁରୀ ବୁଡାପୋଲ ଜାଗାରେ ହାଇଲେଭଲ ସେତୁକୁ ମଂଜୁରୀ ହୋଇଥିବାବେଳେ ଖର୍ଚ୍ଚ ହେବ ୧୫୪ କୋଟି ପୁରୀ-କୋଣାର୍କ ରାସ୍ତାର ମାଟିଆପଡାଠାରେ ହେବ ରେଳ ଓଭରବ୍ରିଜ ମାଟିଆପଡା ରେଳ ଓଭରବ୍ରିଜ ପ୍ରକଳ୍ପରେ ଖର୍ଚ୍ଚ ହେବ ୧୩୭.୬୧କୋଟି ଏନଏଚ-୫୯ରେ ବ୍ରହ୍ମପୁର ସହରରେ ହେବ ୪ ଲେନ ବିଶିଷ୍ଟ ବାଇପାସ୍ । ବ୍ରହ୍ମପୁର ବାଇପାସ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୯୬ କୋଟି ୯୪ ଲକ୍ଷ ପ୍ରକଳ୍ପ ମଂଜୁରୀ ନେଇ କୃତଜ୍ଞତା ଜଣାଇଲେ ବିଜେପି ନେତା ବୈଜୟନ୍ତ ପଣ୍ଡା । ଏସବୁ ପ୍ରକଳ୍ପ ଭବିଷ୍ୟତରେ ଉନ୍ନତିର ପଥ ପ୍ରଦର୍ଶକ ହେବ ବୋଲି ବୈଜୟନ୍ତ କହିଛନ୍ତି ।