୪ ହଜାର ପଡା ହେବ ଗାଁ

୪ ହଜାର ପଡା ହେବ ଗାଁ

୪ ହଜାର ପଡା ହେବ ଗାଁ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୪ ହଜାର ପଡାକୁ ଗାଁର ମାନ୍ୟତା ମିଳିବ । ପ୍ରାୟ ୪ ହଜାର ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ପଦକ୍ଷେପ ନିଦେ୍ର୍ଧଶ ଦିଆଯାଇଛି । ଏ ସଂପର୍କରେ ସବୁ ଜିଲ୍ଲାମାନଙ୍କୁ ଚିଠି କଲେ ରାଜସ୍ୱ ସଚିବ । ପଡାରୁ ଗାଁ ହେବା ପାଇଁ ଗାଇଡଲାଇନ ଧାର୍ଯ୍ୟ କଲେ ରାଜ୍ୟ ସରକାର । ମୂଳ ରାଜସ୍ୱ ଗ୍ରାମ ଠାରୁ ଅଧ କିମି ଦୂରରେ ଥିବା ପଡା ଗାଁ ହେବ । ଅଧ କିମି ଦୂରରେ ଥିବା ଓ ଅତିକମରେ ୨୫୦ ଲୋକ ବାସ କରିଥିବେ । ଯଦି ବି ଅଧ କିମି ଦୂର ନଥିବା, କିନ୍ତୁ ୩ଶହ ଲୋକ ଥିବେ, ଗାଁ ହେବ । ୨୫୦ରୁ କମ୍ ଲୋକ ଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ହେବ ।