ଝାଡାବାନ୍ତିରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ

ଝାଡାବାନ୍ତିରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ

ଝାଡାବାନ୍ତିରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ
ଜଳେଶ୍ୱର : ବାହାଘର ଭୋଜି ଖାଇ ଝାଡାବାନ୍ତି ହୋଇଥିବା ଜଣାପଡିଛି । ବରକନ୍ୟା ସମତେ ୩୦ରୁ ଉଦ୍ଧ୍ୱର୍ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥ ଜଳେଶ୍ୱର ମେଡିକାଲରେ ଚିକିତ୍ସା ହେଉଛନ୍ତି । ବାଲେଶ୍ୱର ଜିଲ୍ଳାର ଭୋଗରାଇ ବ୍ଳକ ରାଣୀବସାଣ ଗାଁରେ ବିବାହ ହୋଇଥିବା ବେଳେ ସମସ୍ତେ ଭୋଜି ଖାଇଥିଲେ । ଖାଦ୍ୟ ବିଷାକ୍ତ ହୋଇଥିବାରୁ ସମସ୍ତେ ଝାଡାବାନ୍ତି ହୋଇଥିବା ସୂଚନା ମିଳିଛି । ଏକ ସ୍ୱତନ୍ତ୍ର ଡାକ୍ତର ଦଳ ଗାଁରେ ପହଂଚି ସମସ୍ତଙ୍କୁ ଚିକିତ୍ସା କରିବାରେ ଲାଗିଛନ୍ତି ।