ସାଲିଆସାହି ଜୁଆ ଆଡ୍ଡା ଉପରେ ଚଢାଉ : ୬ ଜୁଆଡିଙ୍କ ସହ କାର ଓ ବନ୍ଧୁକ ଜବତ

ସାଲିଆସାହି ଜୁଆ ଆଡ୍ଡା ଉପରେ ଚଢାଉ : ୬ ଜୁଆଡିଙ୍କ ସହ କାର ଓ ବନ୍ଧୁକ ଜବତ

ସାଲିଆସାହି ଜୁଆ ଆଡ୍ଡା ଉପରେ ଚଢାଉ : ୬ ଜୁଆଡିଙ୍କ ସହ କାର ଓ ବନ୍ଧୁକ ଜବତ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ସାଲିଆସାହିର ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ଏହି ଚଢାଉରେ ପୋଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ବନ୍ଧୁକ ଏବଂ କାର ମଧ୍ୟ ଜବତ କରିଛି । ଏହା ସହିତ ପୋଲିସ୍ ୧୧ଟି ବାଇକ ଏବଂ ବିପୁଳ ପରିମାଣର ଅର୍ଥ ଜବତ କରାଯାଇଛି ।