ସାପ କାମୁଡାରେ ଚାଲିଗଲା ଜୀବନ

ସାପ କାମୁଡାରେ ଚାଲିଗଲା ଜୀବନ

ସାପ କାମୁଡାରେ ଚାଲିଗଲା ଜୀବନ

ବରଗଡ : ସାପ କାମୁଡାରେ ମା’- ପୁଅ ମୃତ  । ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି  ଗ୍ରାମରେ ଏହି ଅଘଟଣ ଘଟିଛି।  ମୃତକମାନେ ହେଲେ  ସୁନୀତା ପ୍ରଧାନ  (୩୬) ଓ ୭ ବର୍ଷର ପୁଅ ପିୟୁଷ ପ୍ରଧାନ।

ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି  ଗ୍ରାମର କ୍ଷିରୋଦ୍ର ପଧାନ ଙ୍କ ପତ୍ନୀ ସୁନୀତା ପଧାନ  (୩୬) ଏବଂ ସାତ ବର୍ଷ ର ପୁତ୍ର ପିୟୁଷ ପ୍ରଧାନ   ଘରେ ଶୋଇଥିଲେ। ଏହି ସମୟରେ  ଉଭୟ ମା’ ଓ ପୁଅଙ୍କୁ ସାପ କାମୁଡି ଥିଲା।ଉଭୟଙ୍କୁ  ପରିବାର ଲୋକ  ବରଗଡ ଡାକ୍ତରଖାନା ଆଣିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ  ବୁର୍ଲା ନିଆଯାଇ ଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି ।