ଖୋର୍ଦ୍ଧାରୁ ସଦସ୍ୟ ହେଲେ ଶିବରାଜ ସିଂହ ଚୌହାନ

ଖୋର୍ଦ୍ଧାରୁ ସଦସ୍ୟ ହେଲେ ଶିବରାଜ ସିଂହ ଚୌହାନ

ଖୋର୍ଦ୍ଧାରୁ ସଦସ୍ୟ ହେଲେ ଶିବରାଜ ସିଂହ ଚୌହାନ
ଭୁବନେଶ୍ୱର:ଖୋର୍ଦ୍ଧାରେ ବିଜେପି ନେତା ଶିବରାଜ ସିଂହ ଚୌହାନ । ବିଜେପି ସଦସ୍ୟତା ଅଭିଯାନରେ ଯୋଗ ଦେଇଛନ୍ତି । ଶିବରାଜ ସିଂହ ଚୌହାନ ଖୋର୍ଦ୍ଧାରୁ ସଦସ୍ୟ ହୋଇଛନ୍ତି । ବିଜେପିର ସଦସ୍ୟତା ଅଭିଯାନ ଖୋର୍ଦ୍ଧାରୁ ଆରମ୍ଭ ହୋଇଛି । ରାଜ୍ୟରେ ସଦସ୍ୟ ସଂଖ୍ୟା ୫୦ ଲକ୍ଷରେ ପହଂଚାଇବା ଲକ୍ଷ୍ୟରେ ଧାର୍ଯ୍ୟ କରାଯାଇଛି । ବୃକ୍ଷରୋପଣ ସହ ସୁଷମା ସ୍ୱରାଜଙ୍କୁ କାର୍ଯ୍ୟକ୍ରମ ଜରିଆରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କାର୍ଯ୍ୟକ୍ରମରେ ଶିବରାଜ ସିଂହ ଚୌହାନ, ଅପରାଜିତା ଷଡଙ୍ଗୀ, ବସନ୍ତ ପଣ୍ଡା, ପୃଥୀରାଜ ହରିଚନ୍ଦନ, କାଳୁ ଚରଣ ଖଣ୍ଡାୟତ ପ୍ରମୁଖ ଉପସ୍ଥିତ ରହିଥିଲେ ।