ରେଳମନ୍ତ୍ରୀ ଦେଲେ ବଡ ସୂଚନା, ଜାଣନ୍ତୁ କ’ଣ

ରେଳମନ୍ତ୍ରୀ ଦେଲେ ବଡ ସୂଚନା, ଜାଣନ୍ତୁ କ’ଣ

ରେଳମନ୍ତ୍ରୀ ଦେଲେ ବଡ ସୂଚନା, ଜାଣନ୍ତୁ କ’ଣ


ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ଜଗନ୍ନାଥ ଏକ୍ସପ୍ରେସ୍‌ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ଜଗନ୍ନାଥ ଏକ୍ସପ୍ରେସ୍‌ । ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ । ଏହି ପ୍ରକଳ୍ପ ଅଧୀନରେ ପ୍ରଥମେ ରାମାୟଣ ଏକ୍ସପ୍ରେସ୍‌ ଆରମ୍ଭ ହୋଇଛି । ରାମାୟଣ ଏକ୍ସପ୍ରେସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌ ପରେ ଚାଲିବ  । ଏହି ଏକ୍ସପ୍ରେସ ମହାପ୍ରଭୁଙ୍କ ଗøରବମୟ ସଂସ୍କୃତି ପ୍ରଦର୍ଶନ କରିବ । ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଖାଦ୍ୟ ଓ ଭାଷା ପ୍ରଚାର ପ୍ରସାର କରିବ ।