ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଛୁରାମାଡ

ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଛୁରାମାଡ

ରାସ୍ତା ମଝିରେ ଦୁଇ ଯୁବତୀଙ୍କ ଛୁରାମାଡ
ନୂଆପଡା : ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ ହୋଇଥିବାର ସୂଚନା ରହିଛି । ଏକତରଫା ପ୍ରେମକୁ ନେଇ ଏହି ଛୁରାମାଡ ହୋଇଥିବାର ଅଭିଯୋଗ ହୋଇଛି । ବୋଡେନ୍‌ ବଜାର ରାସ୍ତାରେ ଛୁରାମାଡ କରିଛି ଯୁବକ । ଛୁରାମାଡ କରିଥିବା ଯୁବକକୁ ଅଟକ ରଖିଛି ପୋଲିସ୍‌ । ଯୁବତୀଙ୍କ ଅଣ୍ଟା, ବେକ, ହାତକୁ ଯୁବକ ଜଣକ ଛୁରାମାଡ କରିଛି । ଛୁରାମାଡରେ ଦୁଇ ଯୁବକ ଗୁରୁତର ହୋଇଥିବାବେଳେ ଦୁହିଁଙ୍କୁ ବୋଡେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।