ରାଜେନ୍ଦ୍ର ଶର୍ମା ହେଲେ ଲୋକାୟୁକ୍ତ ସଦସ୍ୟ

ରାଜେନ୍ଦ୍ର ଶର୍ମା ହେଲେ ଲୋକାୟୁକ୍ତ ସଦସ୍ୟ

ରାଜେନ୍ଦ୍ର ଶର୍ମା ହେଲେ ଲୋକାୟୁକ୍ତ ସଦସ୍ୟ
ଭୁବନେଶ୍ୱର:ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ମନୋନୀତ ହୋଇଛି । ଆର୍.ପି ଶର୍ମାଙ୍କ ନାମ ଚୟନ କମିଟି ସୁପାରିଶ କରିଥିଲେ । ଚୟନ କମିଟିଙ୍କ ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଛନ୍ତି । ଆର୍.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ଡିଜିପି ବଦଳିବେ । ରାଜ୍ୟରେ କିଏ ହେବେ ନୂଆ ଡିଜିପି । ଖୁବ୍ ଶୀଘ୍ର ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି କରାଯିବା ନେଇ କୌଣସି ସୂଚନା ନାହିଁ ।