ମୋଦିଙ୍କ ଗର୍ବ ଦେଖି ହସ ମାଡ଼େ: ରାହୁଲ

ମୋଦିଙ୍କ ଗର୍ବ ଦେଖି ହସ ମାଡ଼େ: ରାହୁଲ

ମୋଦିଙ୍କ ଗର୍ବ ଦେଖି ହସ ମାଡ଼େ: ରାହୁଲ

ନୂଆଦିଲ୍ଲୀ: ଏକ ନ୍ୟୁଜ ଏଜେନ୍ସିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିଷୟରେ କହିଲେ- ସେ କିଛି ଶୁଣନ୍ତି ନାହିଁ, ସେ ପାର୍ଲାମେଣ୍ଟରେ ବସନ୍ତି ନାହିଁ। ଗୁରୁବାର ରାହୁଲ ଗାନ୍ଧି ଉତ୍ତରାଖଣ୍ଡରେ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ କହିଥିଲେ, ମୁଁ କାହିଁକି ତାଙ୍କ କଥା ଶୁଣିବି? ସେ ଭାବୁଛନ୍ତି ଇଡି ଓ ସିବିଆଇ ଦ୍ୱାରା ସେ ସମସ୍ତଙ୍କୁ ଡରେଇ ପାରିବେ । ମୁଁ କିନ୍ତୁ ଡରେ ନାହିଁ। ବରଂ ତାଙ୍କ ଗର୍ବ ଦେଖି ମୋତେ ହସ ମାଡଡ଼େ ବୋଲି ରାହୁଲ କହିଥିଲେ।