ମୋକିମଙ୍କୁ ୩ବର୍ଷ ଜେଲ
ମୋକିମଙ୍କୁ ୩ବର୍ଷ ଜେଲ
ଭୁବନେଶ୍ୱର : ମେଟ୍ରୋ ବିଲଡର୍ସ ମହମ୍ମଦ ମୋକିମଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ପୂର୍ବତନ ଆଇଏସ ବିନୋଦ କୁମାର, କଂପାନୀ ସେକ୍ରେଟେରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।
ଜେଲ ଦଣ୍ଡ ସହ ସମସ୍ତ ୪ଜଣଙ୍କୁ ଜେଲ ସହ ୫୦ହଜାର ଟଙ୍କା ଲେଖାଏ ଜରିମାନା ହୋଇଛି ।




admin 