ମାଓ ପୋଷ୍ଟର ଠାବ

ମାଓ ପୋଷ୍ଟର ଠାବ

ମାଓ ପୋଷ୍ଟର ଠାବ
ରାଉରକେଲା : ଓଡିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଥିବା ବିଭିନ୍ନ ଗାଁ ମୁଣ୍ଡରୁ ମାଓ ପୋଷ୍ଟର ଠାବ ହୋଇଛି । ପୋଷ୍ଟରରେ ସରକାର ବିରୋଧୀ ସ୍ଲୋଗନ ସହ ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ବହିଷ୍କାର ପାଇଁ ଆହ୍ବାନ ଦିଆଯାଇଛି ।