ପୁଣି ଅକଳରେ ଡାକ୍ତର ପୂଜାହାରୀ

ପୁଣି ଅକଳରେ ଡାକ୍ତର ପୂଜାହାରୀ

ପୁଣି ଅକଳରେ ଡାକ୍ତର ପୂଜାହାରୀ
ଭୁବନେଶ୍ୱର:ଭିମସାରର ପୂର୍ବତନ ନିଦେ୍ର୍ଧଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ ଜାରି ହୋଇଛି । ଓଡିଶା କାଉନସିଲ ଅଫ୍ ମେଡିକଳଶ ରେଜିଷ୍ଟ୍ରସନ ନୋଟିସ କରିଛି । ପୂଜାହାରୀଙ୍କ ଲୁଣ ଚିକିତ୍ସା ସଂପର୍କୀତ ଅଭିଯୋଗରେ ନୋଟିସ ଜାରି କରାଯାଇଛି । ସେପ୍ଟେମ୍ବର ୬ ତାରିଖରେ କାଉନସିଲରେ ହାଜର ହେବାକୁ ନୋଟିସ ହୋଇଛି । କାଉନସିଲ ଏଥିକ୍ସ କମିଟି ଆଗରେ ବ୍ୟକ୍ତିଗତ ଭାବେ ହାଜର ହେବେ । ହାଜର ନହେଲେ ଏଥିକ୍ସ କମିଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛି ।