ମହାନଦୀକୁ ଡେଇଁପଡ଼ିଲେ

ମହାନଦୀକୁ ଡେଇଁପଡ଼ିଲେ

ମହାନଦୀକୁ ଡେଇଁପଡ଼ିଲେ


ଭୁବନେଶ୍ୱର: ମହାନଦୀରେ ପୁଣି ଅଘଟଣ । ଏଥର କଟକ ଜଗତପୁରସ୍ଥିତ ମହାନଦୀ ପୋଲ ଉପରୁ ଜଣେ ବ୍ୟକ୍ତି ନଈକୁ ଡେଇଁପଡ଼ିଛନ୍ତି । ତାଙ୍କ ଖୋଜ ଖବର ମିଳିନାହିଁ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ମିଳିଛି ଯେ ତାଙ୍କ ନାଁ ଦେବାଶିଷ ଦାସ ଓ ଘର ହେଉଛି କଟକ ସହରର ଚାଉଳିଆଗଞ୍ଜରେ । ସେ ଭୁବନେଶ୍ୱରର ଏକ କଲେଜରେ ଲାବ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ । 

ସୂଚନା ଅନୁଯାୟୀ, ଦେବାଶିଷ ଆଜି ତାଙ୍କ ଚାଉଳିଆଗଞ୍ଜ ସ୍ଥିତ ଘରୁ ଟାଙ୍ଗୀ ଅଭିମୁଖେ କାର୍‌ରେ ଯାଉଥିଲେ। ତାଙ୍କ ସାଙ୍ଗରେ ଡ୍ରାଇଭର ଥିଲେ। ମହାନଦୀ ବ୍ରିଜ୍ ଉପରେ ସେ ହଠାତ୍ କାର୍‌କୁ ଅଟକାଇଥିଲେ। କାର୍ ଅଟକିବା ପରେ ସେ ଓହ୍ଲାଇ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ