ମଧ୍ୟ ପ୍ରଦେଶ ରାଜନୀତିରେ ବଡ ଟ୍ୱିଷ୍ଟ

ମଧ୍ୟ ପ୍ରଦେଶ ରାଜନୀତିରେ ବଡ ଟ୍ୱିଷ୍ଟ

ମଧ୍ୟ ପ୍ରଦେଶ ରାଜନୀତିରେ ବଡ ଟ୍ୱିଷ୍ଟ
ମଧ୍ୟ ପ୍ରଦେଶ ରାଜନୀତିରେ ଆସିଛି ବଡ ଟ୍ୱିଷ୍ଟ । ନିକଟରେ ସିନ୍ଧିଆ କଂଗ୍ରେସ ଦଳ ଛାଡିବା ପରେ ଦଳର ୨୨ଜଣ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ତେବେ ବର୍ତମାନ ଆସ୍ଥା ଭୋଟ ପୂର୍ବରୁ ଆଜି କମଲନାଥ ବଡ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ଘୋଷଣା କରିଛନ୍ତି କମଲନାଥ । ଏକ ପ୍ରେସ୍ ବିଟ୍ ଡାକି ସେ ଏହି ସୂଚନା ଦେଇଛନ୍ତି । ତେବେ ଦିନ ୧ଟାରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ ବୋଲି କହିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ।