ଭୁବନେଶ୍ବରର ପ୍ରଥମ ମେୟରଙ୍କ ପରଲୋକ

first Mayer of Bhubaneswar

ଭୁବନେଶ୍ବରର ପ୍ରଥମ ମେୟରଙ୍କ ପରଲୋକ

ଭୁବନେଶ୍ୱର: ଭୁବନେଶ୍ୱରର ପୂର୍ବତନ ତଥା ପ୍ରଥମ ମେୟର ଯଥା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା। ଜଗନ୍ନାଥ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 

ସହିଦନଗର ସ୍ଥିତ ବାସଭବନରେ ଜଗନ୍ନାଥଙ୍କ ଶେଷ ଦର୍ଶନ କରୁଛନ୍ତି ନିକଟ ସମ୍ପର୍କୀୟ ସାଧାରଣ ଜନତା। ଭୁବନେଶ୍ୱର ସହିଦନଗର ପୂଜାମଣ୍ଡପର କର୍ମକର୍ତ୍ତା ଥିଲେ ଡାକ୍ତର ଜଗନ୍ନାଥ ମହାପାତ୍ର।