ପୁଣି ଗଜରାଜଙ୍କ ପାଇଁ ଚାଲିଗଲା ଜୀବନ

ପୁଣି ଗଜରାଜଙ୍କ ପାଇଁ ଚାଲିଗଲା ଜୀବନ

ପୁଣି ଗଜରାଜଙ୍କ ପାଇଁ ଚାଲିଗଲା ଜୀବନ


ଭଞ୍ଜନଗର : ହାତୀ ଆକ୍ରମଣରେ ଯୁବକ ମୃତ। ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗ ବନାଞ୍ଚଳ କ୍ଷେତମୁଣ୍ଡଳି ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ପବିତ୍ର ପାତ୍ର। ସେ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ।

ହାତୀପଲଙ୍କୁ ଘଉଡ଼ାଇବା ସମୟରେ ପବିତ୍ର ତଳେ ପଡ଼ିଯାଇଥିଲେ। ଏହି ସମୟରେ ତଳେ ପଡ଼ିଥିବା ପବିତ୍ରଙ୍କୁ ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି।