ଡି- ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଜବତ

ଡି- ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଜବତ

ଡି- ବ୍ରଦର୍ସଙ୍କ ଘରୁ ପୁଣି ବନ୍ଧୁକ ଜବତ
କଟକ: ଧଳସାମନ୍ତ ବଦ୍ରର୍ସଙ୍କ ଘରୁ ପୁଣି ଓ ବନ୍ଧୁକ ଓ ଗୁଳି ଜବତ କରିଛି । ୩ଟି ବନ୍ଧୁକ ଓ ୧୪୦ ରାଉଣ୍ଡ ଗୁଳି ଜବତ କରାଯାଇଛି । ଡି-ବଦ୍ରର୍ସ ଘରେ କମିଶନରରେଟ ପୁଲିସର ସର୍ଚ୍ଚ ବେଳେ ବନ୍ଧୁକ ଜବତ କରିଛି । କଟକ ସିଡିଏସ୍ଥିତ ଘରେ ଏବେ ପୁଲିସ ସର୍ଚ୍ଚ ଜାରୀ ରଖିଛି । ପୂର୍ବରୁ ମଧ୍ୟ ଡି-ବ୍ରଦର୍ସଙ୍କ ଘରୁ ବନ୍ଧୁକ, ଗୁଳି ଜବତ କରାଯାଇଥିଲା । ଡି-ବଦ୍ରର୍ସଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ସର୍ଚ୍ଚ କରୁଛି ପୁଲିସ ।