ଜାଣନ୍ତୁ କେଉଁ ପ୍ରକାର ଚୁମ୍ବନ କରିଥାଏ ସମ୍ପର୍କକୁ ସୁଦୃଢ

ଜାଣନ୍ତୁ କେଉଁ ପ୍ରକାର ଚୁମ୍ବନ କରିଥାଏ ସମ୍ପର୍କକୁ ସୁଦୃଢ

ଜାଣନ୍ତୁ କେଉଁ ପ୍ରକାର ଚୁମ୍ବନ କରିଥାଏ ସମ୍ପର୍କକୁ ସୁଦୃଢ
ପ୍ରେମ ନିବେଦନ କରିବା ପ୍ରକ୍ରିୟା ସମସ୍ତଙ୍କର ଅଲଗା ଅଲଗା ହୋଇଥାଏ। କିଛି ଲୋକତ କିଛି ଚୁମ୍ବନ ମାଧ୍ୟମରେ ପ୍ରେମ ନିବେଦନ କରିଥାନ୍ତିା ସେ ଉଡା ଚୁମ୍ବନ(ଫ୍ଲାଇଂ କିସ୍‌) ହୋଇପାରେ କିମ୍ବା ଓଠ କିମ୍ବା ଶରୀର ବିଶେଷ ଅଙ୍ଗ ମାନଙ୍କ ଚୁମ୍ବନ ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି ଚୁମ୍ବନ ପଛରେ କିଛି ରହସ୍ୟ ରହିଛି। ଆସନ୍ତୁ ଜାଣିବା ରହସ୍ୟ ଗୁଡିକ କଣ ୧. ଗାଲରେ କିସ୍‌(ଚୁମ୍ବନ) ଦେବା ପଛର ରହସ୍ୟ:- ଗାଲରେ ଚୁମ୍ବନ ଦେବ ଫଳରେ ସ୍ନେହ ବଢ଼ିବା ଏବଂ ସର୍ମ୍ପକରେ ଦୃଢ଼ତା ଆସିବା ସହଯୋଗ ବଢ଼ିଥାଏ। ଏଥି ପାଇଁ ପୂର୍ଣ୍ଣତା ମିଳେ ଏବଂ ପରସ୍ପର ପ୍ରତି ଆର୍କଷିତ ହୋଇଥାନ୍ତି। ୨.ଓଠରେ ଚୁମ୍ବନ ଦେବା ପଛର ରହସ୍ୟ:- ଓଠରେ ଚୁମ୍ବନ ଦେବା ଫଳରେ ପ୍ରେମରେ ଦୃଢତା ଆସିବା ଥାଏ ଏବଂ ପ୍ରେମ କରିବା ପ୍ରମୁଖ କାରଣ ହୋଇଥାଏ। ୩.ବେକରେ ଚୁମ୍ବନ ଦେବା ପଛର ରହସ୍ୟ :- ବେକରେ ଚୁମ୍ବନ କରିବା ଦ୍ବାର ଶାରିରୀକ ଆକର୍ଷଣ ବଢ଼ିଥାଏ। ଏହା ପ୍ରେମ ନିବେଦନ କରିବା ସାଥିଙ୍କ ସହଯୋଗର ପ୍ରମୁଖ ରହସ୍ୟ ଅଟେ। ୪.କାନରେ ଚୁମ୍ବନ କରିବା ରହସ୍ୟ :- କାନରେ ଚୁମ୍ବନ କଲେ ଶାରିରୀକ ସମ୍ପର୍କ ପ୍ରତି ଆକର୍ଷଣ ବଢ଼ିବା ସହ ସାଥୀଙ୍କ ମନ ଉପରେ ପ୍ରଭାବ ପକାଇଥାଏ। ଯାହା ପ୍ରେମ ସର୍ମ୍ପକ ବାନ୍ଧିବା ସହଯୋଗ କରିଥାଏ। ୫.ହାତରେ ଚୁମ୍ବନ କରିବା ରହସ୍ୟ :- ହାତରେ ଚୁମ୍ବନ କରି କାହା ପ୍ରତି ଆକର୍ଷଣତାକୁ ର୍ଦଶାଇବା ସାଥୀଙ୍କ ମନରେ ବିଶ୍ବାସ ବଢାଇଥଏ। ୬.ମୁଣ୍ଡରେ ଚୁମ୍ବନ କରିବା :- ମୁଣ୍ଡରେ ଚୁମ୍ବନ କରିବା କାହା ପ୍ରତି ନିଜ ପସନ୍ଦକୁ ଦର୍ଶାଇବା ଥାଏ। କିଛି ଲୋକ ଦୁଃଖରେ ଥିବା ସମୟରେ ମୁଣ୍ଡରେ ଚୁମ୍ବନ କରିବାକୁ ପସନ୍ଦ କରିଥାନ୍ତି। ୭.ପ୍ଳାଇଙ୍ଗ କିସ୍‌(ଚୁମ୍ବନ) ରହସ୍ୟ ଜାଣନ୍ତୁ :- ଫ୍ଲାଇଙ୍ଗ କିସ୍‌ ବା ଉଡନ୍ତା ଚୁମ୍ବନ ଶେଷ ସାକ୍ଷତ ସମୟ ଅବା ଯିବା ସମୟ ସାଥୀ ମାନେ ଫ୍ଲାଇଙ୍ଗ କିସ୍‌ ବା ଉଡନ୍ତା ଚୁମ୍ବନ ଦେଇଥାନ୍ତିା ଯାହା ବନ୍ଧୁତ୍ବକୁ ଯୋଡିବାରେ ସହଜ କରିବା ସହ ସର୍ମ୍ପକରେ ଦୃଢ଼ତା ମିଳିଥିବା ଦେଖାଯାଏ।