ଅଜିତ ମଙ୍ଗରାଜଙ୍କ ବିୟୋଗ, ଘୁଂଚିବ ପିପିଲି ନିର୍ବାଚନ

ଅଜିତ ମଙ୍ଗରାଜଙ୍କ ବିୟୋଗ, ଘୁଂଚିବ ପିପିଲି ନିର୍ବାଚନ

ଅଜିତ ମଙ୍ଗରାଜଙ୍କ ବିୟୋଗ, ଘୁଂଚିବ ପିପିଲି ନିର୍ବାଚନ
ଭୁବନେଶ୍ୱର: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିଛି । କିଛି ଦିନ ଧରି କରୋନା କରୋନାରେ ଆକ୍ରାନ୍ତ ହୋଇ ଆପୋଲୋ ହସ୍ପିଟାଲ ଚିକିତ୍ସିତ ହେଉଥିବା ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଛି ।