ଜାଣନ୍ତୁ ଆଜିର ତାପମାତ୍ରା ଓ ପାଣିପାଗ ଖବର

ଜାଣନ୍ତୁ ଆଜିର ତାପମାତ୍ରା ଓ ପାଣିପାଗ ଖବର

ଜାଣନ୍ତୁ ଆଜିର ତାପମାତ୍ରା ଓ ପାଣିପାଗ ଖବର
ଭୁବନେଶ୍ୱର: ଗରମରେ ଜଳୁଛି ସାରା ଓଡ଼ିଶା ।ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ହେଲେ କାଳବୈଶାଖୀ ପ୍ରଭାବରେ ପରବର୍ତୀ ଦୁଇ ଦିନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବାର ସମ୍ଭାବନା ରହିଛି। ପୁଣି ପରବର୍ତ୍ତୀ ୨ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଅର୍ଥାତ କାଲିଠାରୁ ତାତି ସାମାନ୍ୟ କମିପାରେ ।