କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କଟକ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ
କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କଟକ ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ
କଟକ ତା 27/07/2022ରିଖ ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ଆହ୍ୱାନ କ୍ରମେ କଟକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସଭାପତି ମାନସ ଚୌଧୁରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଦିନ 10ଘଟିକା ସମୟରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୋଜ ବିଶ୍ବାଳଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶରେ ପର୍ବତ୍ତନ୍ ନିର୍ଦ୍ଦେଶାଳୟ ଦ୍ଵାରା ରାଜନୈତିକ ଆକ୍ରୋଶ ରଖି ସୋନିଆ ଗାନ୍ଧୀ ଙ୍କୁ ବାରମ୍ବାର ଡକାଇ ହଇରାଣ କରୁଥିବା ର ପ୍ରତିବାଦ କରି ଲିଙ୍କ ରୋଡ଼ ସ୍ଥିତ ଭାରତୀୟ ସଞ୍ଚାର ନିଗମ ଲିମିଟେଡ଼ କାର୍ଯ୍ୟାଳୟ ସମ୍ମୁଖରେ ଏକ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରବିନ୍ଦ୍ର ମଲ୍ଲିକ,ବରିଷ୍ଠ କଂଗ୍ରେସ ନେତା ବିଭୁତି ଭୂଷଣ ମିଶ୍ର, ଡାକ୍ତର ବିପ୍ଳବ ଶିଳାଦିତ୍ୟ, ଶିଶିର ରଥ,ସଚିଦାନନ୍ଦ ରାଉତ, ସଦାଶିବ ବାରିକ,,ପର୍ଣ୍ଣାସା ପଲ,ଆଶୁତୋଷ ରାଉତ,ସତୀଶ ଶେଖର,ଉଗ୍ରସେନ ଭୂୟାଁ, ସତ୍ୟଜିତ ସେଠୀ,ସୁସ୍ମିତା ଜେନା,ପ୍ରିୟଜିତ ରାୟ, ଅମିତ ବିଶୋଇ,ଏସରାଜ ବେହେରା,ଶୋଭା ସିଂହ, ମୋନାଲିସା ଦାସ,ଶୁଭଲକ୍ଷ୍ମୀ ରାଉତ,ରାଜ୍ଲକ୍ଷ୍ମୀ ମିଶ୍ର,ରାଜେଶ ସ୍ୱାଇଁ, ଅକ୍ଷୟତୁଙ୍ଗ ସାମନ୍ତ, ରମାକାନ୍ତ ବେହେରା, ଅଲେଖ ପ୍ରସାଦ ସ୍ୱାଇଁ,ରାମଚନ୍ଦ୍ର ଗୋଛୟତ,ବେଣୁଧର ପ୍ରଧାନ, ପ୍ରତାପ ମଲ୍ଲିକ, ଆଶୁତୋଷ ବରାଳ,ବିଜୟ ବେହେରା,ବିପନ ପଶାୟତ,ରଞ୍ଜନ ସେନାପତି, ଚନ୍ଦ୍ରକାନ୍ତ ନାୟକ,ସମେରେନ୍ଦ୍ର ହାତୀ,ରବିନ୍ଦ୍ର କର,ଚୈତନ୍ୟ ପାଣି,ଉତ୍ତମ ବେହେରା, ଦେବୀପ୍ରସାଦ ମିଶ୍ର, ବିଜୟ ମହାନ୍ତି,ପ୍ରତିମା ମହାକୁଳ ପ୍ରଭୁତି ଅନେକ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।




admin 