କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ

ନୂଆଦିଲ୍ଲୀ: କେରାନା ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟିର ସହାୟତା ଘୋଷଣା କରାଯାଇଛି । କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ୧.୧ ଲକ୍ଷ କୋଟିର ଲୋନ୍ ଗ୍ୟାରେଂଟି ରହିଛି । ୩ ବର୍ଷ ପାଇଁ କୋଭିଡ ଗ୍ୟାରେଂଟି ଯୋଜନା କାର୍ଯ୍ୟକାରୀ ହେବ । ଅନ୍ୟାନ୍ୟ କ୍ଷେତ୍ର ପାଇଁ ୬୦ ହଜାର କୋଟିର ସହାୟତା ଘୋଷଣା କରାଯାଇଛି । ୧.୫ କୋଟିର ଅତିରିକ୍ତ କ୍ରେଡିଟ ଗ୍ୟାରେଂଟି ଯୋଜନା ରହିଛି । ୨୪ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ । ଟୁର୍ ଓ ଟ୍ରାଭେଲ ଏଜେନ୍ସିଙ୍କୁ ୧୧ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିପାରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।