କଳା କେଶର ଘରୋଇ ଉପଚାର

କଳା କେଶର ଘରୋଇ ଉପଚାର

କଳା କେଶର ଘରୋଇ ଉପଚାର
ନିୟମିତ ଭାବେ ସପ୍ତାହକୁ ଥରୁଟିଏ ହେନା ୧ ଚାମଚ ଓ ଦହି ଅଧ ଚାମଚ ମିଶାଇ କେଶର ଲଗାଇଲେ କେଶ କିଛି ମାସ ପରେ କଳା ହୋଇଥାଏ । କେଶ ଧୋଇବା ପୂର୍ବରୁ ବାଲଟିଏ ପାଣିରେ ଭୂର୍ସୁଙ୍ଗ ପତ୍ର ପକାଇ ରଖନ୍ତୁ । ପରେ ସେହି ପାଣିରେ କେଶ ଧୋଇଲେ କେଶ ଝଡ଼ା କମ୍ ହେବା ସହ କେଶ କଳା ହୋଇଥାଏ । ଘି କୁଅାଁରୀ ରସ ସପ୍ତାହକୁ ୨ ଥର କେଶ ମୂଳରେ ଲଗାଇବା ମଧ୍ୟ ଉପକାରୀ । ଏହା କେଶ ପାଇଁ ଉତ୍ତମ ଖୋରାକ । କଞ୍ଚା ଗାଈ କ୍ଷୀର ମଧ୍ୟ କେଶକୁ କଳା ରଖିବାରେ ସାହାଯ୍ୟ କରେ । ପିଆଜକୁ ବାଟି କେଶରେ ୨୦ ମିନିଟ ପାଇଁ ଲଗାଇବା ମଧ୍ୟ ଉପକାରୀ ।