କଟକ ଜିଲ୍ଲା କଂଗ୍ରେସ କମିଟି ଘୋଷିତ

କଟକ ଜିଲ୍ଲା କଂଗ୍ରେସ କମିଟି ଘୋଷିତ

କଟକ ଜିଲ୍ଲା କଂଗ୍ରେସ କମିଟି ଘୋଷିତ

କଟକ: ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ନୂତନ କର୍ମକମର୍ତାଙ୍କ ନାମ ଘୋଷଣା କରିଛନ୍ତି । ଏହି କମିଟିରେ ପ୍ରବୀଣ କୁମାର କାନୁନଗୋ, ଦୁର୍ଗା ଶଙ୍କର ଦାସ, ସମରେନ୍ଦ୍ର ହାତୀ, ଅକ୍ଷୟ ଟୁଙ୍ଗା, ମାନସ ରଞ୍ଜନ ପ୍ରଧାନ, ମନୋଜ କୁମାର ବିଶ୍ୱାଳ, ଶଶୀକାନ୍ତ ଲେଙ୍କା, କୁବେର ଚୌଧୁରୀଙ୍କୁ  ଉପସଭାପତି ଭାବେ ନିଯୁକ୍ତ କରାଯାଇଛି । ସେହିପରି ଚତୁର୍ଭୁଜ ସାହାଣୀଙ୍କୁ କୋଷାଧ୍ୟକ ଭାବେ ନିଯୁକ୍ତି ମିଳିଛି । ଅଶୋକ କୁମାର ସ୍ୱାଇଁ, ପ୍ରଦୀପ ମହାପାତ୍ର, ସୁଦାମ ବାରିକ, ବୀରେନ ପଶାୟତଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି । ଭାସ୍କର ଚନ୍ଦ୍ର ବେହେରା, ଶିଶୀର କୁମାର ରଥ, ପ୍ରତାପ ଚନ୍ଦ୍ର ପରୀଡା, ଦେବରାଜ ଜେନା, ରାଜେଶ କୁମାର ସ୍ୱାଇଁ, ରତ୍ନାକର  ପଣ୍ଡା, ସୁକାନ୍ତ ସାହାଣୀ, ଦେବରାଜ ବୈଠାଳୁ, ରାଜସିଖନ ସ୍ୱାଇଁ, ମହମ୍ମଦ ଅହମଦ ଖାନ୍, ସୁରେଶ ମହାରଣା, ଅଜିତ କୁମାର ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ମହମ୍ମଦ ଅତ୍ରୁଲ ଇସଲାମ, ବିଜୟ କୁମାର ମହାପାତ୍ର, ସଂଜୟ କୁମାର ବିଶୋଇ, ରଞ୍ଜନ ସେନାପତି, ଚନ୍ଦ୍ରକାନ୍ତ ନାୟକ, ସଚ୍ଚିଦାନନ୍ଦ ରାଉତ, ସଦାଶିବ ବାରିକ, ରଶ୍ମୀକାନ୍ତ ସାମଲ, ରାଜେଶ ମହନ, ଅକ୍ଷୟ କୁମାର କରଣ, ଦିଲ୍ଲୀପ, ପଳେଇ, ସରୋଜ କୁମାର ସାହୁ, ଉଗ୍ରସେନ ଭୂୟାଁ, ସୟଦ ସଫିଉଲ ଆଲାମ, ଅବନୀ ନାୟକ, ଦିଲ୍ଲୀକ କୁମାର ଦାସ, ସମୀର ନନ୍ଦ , ଶେଖ ନବୀବ ଅହମ୍ମଦ, ପଠାଣି ଜ୍ୟୋତିର୍ମୟ ନନ୍ଦ, ମନୋଜ କୁମାର ସାହୁ, ତନ୍ମୟ ପରିଡା, ପ୍ରଦୁ୍ୟମ୍ନ ଆଚାର୍ଯ୍ୟ, ଅନିରୁଦ୍ଧ ଦାସଙ୍କୁ ସମ୍ପାଦକ ଭାବରେ ନିଯୁକ୍ତ ଦିଆଯାଇଛି । 

     ମାନସ ରଞ୍ଜନ ଚୌଧୁରୀ, କାହ୍ନୁଚରଣ ଲେଙ୍କା, ଜୟନ୍ତୀ ପଟ୍ଟନାୟକ, ସୁଭାଷ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ପଂଚାନନ କାନୁନଗୋ, ସମୀର କୁମାର ରାଉତରାୟ, ରବୀନ୍ଦ୍ର କୁମାର ମଲ୍ଲୀକ, ରବୀନ୍ଦ୍ର କୁମାର ବେହେରା, ଡକ୍ଟର ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ବ୍ରଜ କିଶୋର ବିଶ୍ୱାଳ, ଡକ୍ଟର ଗୋବିନ୍ଦ ଭୂୟାଁ, ପୁଷ୍ପ ସାମଲ, ମଙ୍ଗରାଜ ସ୍ୱାଇଁ, ପ୍ରକାଶ ଚୌଧୁରୀ, ପ୍ରିୟଜିତ ରାୟ, ପ୍ରଭାକର ମିଶ୍ର,  ବିଶ୍ୱଜିତ ଦାସ, ଗଣେଶ୍ୱର ପରିଡା, ଯୋଗେଶ୍ୱର ଚୌଧୁରୀ, ମଧୁସୂଦନ ସେନାପତି, ଦିଲ୍ଲୀପ ମହାନ୍ତି, ଦାମ ସାହୁ, ବ୍ରଜକିଶୋର ଲେଙ୍କା, ବାବାଜୀ ମହାନ୍ତି, ଗୁରୁଚରଣ ସ୍ୱାଇଁ, ବିଜୟ ମହାପାତ୍ର, ସରୋଜ ପରିଡା, ସାନ୍ତାୟନ ମିଶ୍ର, ନିଲେମ ଜେନା, ଦେବେନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ବରାଳ, ରବୀନ୍ଦ୍ର କର, ରାଜୀବ ମହାନ୍ତି, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ସରୋଜ ଲେଙ୍କାଙ୍କୁ କାର୍ଯ୍ୟକାରିଣୀ ସଭା ଭାବରେ ଦାୟିତ୍ୱ ଦିଆଯାଇଛି । ଚିରଞ୍ଜୀବି ବିଶ୍ୱାଳ, ସଂଗ୍ରାମ କେଶରୀ ଜେନା, ଧରଣୀଧର ନାୟକ, ବାଙ୍କନିଧି ବେହେରା, ଉମାବଲ୍ଲଭ ରଥ, ଅନିଲ କୁମାର ବେଉରା, ମନୋଜ ସାହୁ, ତ୍ରିଲୋଚନ ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ଘୋଷଣା କରାଯାଇଛି ।