ଆଜି ଓଡିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ

ଆଜି ଓଡିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ

ଆଜି ଓଡିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ
ଭୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ରାଉରକେଲ, ଅନୁଗୁଳ ଏବଂ ଫୁଲବାଣୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଯୋଗୀ ଆଜି ସକାଳେ ୧୦ ଟା ୪୫ ରାଉରକେଲାରେ ପହଂଚି ସାଧାରଣ ସଭାରେ ଉଦବୋଧନ ଦେବେ । ସଭାପରେ ସେ ୧୨ଟା ୩୦ରେ ଅନୁଗୁଳରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାସହ ସେ ଅପରାହ୍ନ ୨ଟାରେ ଫୁଲବାଣୀଠାରେ ପହଂଚି ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ।