ଆଇଏଏସ ସ୍ତରରେ ବଡଧରଣ ଅଦଳବଦଳ

ଆଇଏଏସ ସ୍ତରରେ ବଡଧରଣ ଅଦଳବଦଳ

ଆଇଏଏସ ସ୍ତରରେ ବଡଧରଣ ଅଦଳବଦଳ
ଭୁବନେଶ୍ୱର: ନୂଆ ବର୍ଷର ପ୍ରଥମ ଦିନରେ ରାଜ୍ୟ ସରକାର ଆଇଏଏସସ୍ତରରେ ପୁଣି ଅଦଳବଦଳ କରିଛନ୍ତି । ତେବେ କାହାକୁ କେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ସେ ବିଷୟରେ ଜାଣନ୍ତୁ ୧- ଆର. ଭିନିଲ କ୍ରିଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ୨- ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ହେଲେ ଓଏମସି ଏମଡି ୩- କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ପୁରୀ ଜିଲ୍ଲାପାଳ ୪- ଅମ୍ରିତ ଋତୁରାଜ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ୫- ମହମ୍ମଦ ସାଦିକ ଆଲାମଙ୍କୁ ଶିଳ୍ପ ନିଦେ୍ର୍ଧଶକଭାବେ ଅତିରିକ୍ତ ଦାୟିତ୍ୱ ୬- ପାରୁଲ ପଟୱାରୀ ହେଲେ ପୂର୍ତ୍ତ ବିଭାଗ ଉପସଚିବ ୭- ବିଶାଲ ସିଂହ ହେଲେ ଯାଜପୁର ପିଡି ଡିଆରଡିଏ ୮- ପ୍ରମୋଦ ବେହେରା ହେଲେ ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ୯- ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ର ହେଲେ ରାୟଗଡ଼ା ଜିଲ୍ଲାପାଳ