ଅଣ୍ଡା କଟଲେଟ

ଅଣ୍ଡା କଟଲେଟ

ଅଣ୍ଡା କଟଲେଟ
ସାମଗ୍ରୀ: - ୨ଟି ଅଣ୍ଡା - ୨ ଟି ବଡ ଆଳୁ - ୨ ପିସ ବ୍ରେଡ - ୧ ଟି ପିଆଜ - ୫ ସେମି ଅଦା - ୩/୪ଟା କଂଚାଲଙ୍କା - ଛାଣିବା ପାଇଁ ତେଲ - ଦରକାର ମୁତାବକ ଲୁଣ ପ୍ରଣାଳୀ: ଆଳୁ ସିଝାଇ ଚକଟି ନିଅ । ଅଣ୍ଡା ଫେଟିଂ ସେଥିରେ ମିଶାଇ ରଖ, ବ୍ରେଡକୁ ସେଥିରେ ମିଶାଇ ଭଲଭାବରେ ଚକଟି ନିଅ । ପିଆଜ, ଅଦା , କଂଚାଲଙ୍କା ଚୂନା ଚୂନା କାଟି ସେଥିରେ ଲୁଣ ଦେଇ ମିଶାଇ ନିଅ । ତେଲ ଗରମ କରି ଏହାକୁ କଟଲେଟ ସାଇଜର ଗଢି ଗଢି ଛାଣି ନିଅନ୍ତୁ ।