୫ଜଣ ଡକାୟତ ଗିରଫ

୫ଜଣ ଡକାୟତ ଗିରଫ

୫ଜଣ ଡକାୟତ ଗିରଫ
ବ୍ରହ୍ମପୁର: ବ୍ରଦ୍ମପୁର ପୋଲିସକୁ ମିଳିଛି ଏକ ବଡ ଧରଣର ସଫଳତା । ଗୋଷାଣୀ ନୂଆଗାଁ ରେ ପୋଲିସ ଦ୍ୱାରା ୫ଜଣ ଡକାୟତ ଗିରଫ ହୋଇଛନ୍ତି । ହଳଦିଆପଦର ଓଭର ବ୍ରିଜ୍ ନିକଟ ଏକ ପରିତ୍ୟକ୍ତ ଘରୁ ପୋଲିସ ଗିରଫ କରିଛି । ଡକାୟତି ମାନେ ଯୋଜନା କରୁଥିବା ସମୟରେ ପୋଲିସ ଯୋଜନା ବଦ୍ଧ ଭାବେ ଡକାୟତ ମାନଙ୍କୁ ଧରିଛି । ପୋଲିସ ଡକାୟତ ମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବାଇକ, ବୋମା, ପିସ୍ତଲ, ଅଫୁଟାଗୁଳି ଓ ଖଣ୍ଡା ଜବତ କରିଛି ।