୪ ବନ୍ଧୁକ ବେପାରୀ ଗିରଫ

୪ ବନ୍ଧୁକ ବେପାରୀ ଗିରଫ

୪ ବନ୍ଧୁକ ବେପାରୀ ଗିରଫ

କଟକ: ପୋଲିସ କବଜାରେ ୪ କୁଖ୍ୟାତ ବନ୍ଧୁକ ବ୍ୟବସାୟୀ। କଟକ ଚଉଳିଆଗଞ୍ଜ ଅଞ୍ଚଳରୁ ସେମାନଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ବନ୍ଧୁକ ବେପାରରେ ମଧ୍ୟ ଲିପ୍ତ ଥିବା ପୁଲିସ ସୂଚନାରୁ ଜଣାପଡିଛି । ଅଭିଯୁକ୍ତଙ୍କ ଠାରୁ ୫ଟି ବନ୍ଧୁକ ଓ ଗୁଳି ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତଙ୍କ ନାଁରେ ଅନେକ ସଙ୍ଗିନ ମାମଲା ରହିଛି ।  ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।