୩ୟ ଲହର ଆସିବନି କହି ହେବନି: ଡିଏମଇଟି

୩ୟ ଲହର ଆସିବନି କହି ହେବନି: ଡିଏମଇଟି

୩ୟ ଲହର ଆସିବନି କହି ହେବନି: ଡିଏମଇଟି
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ଡିଏମଇଟି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦ୍ରୁତଗତିରେ ବ୍ୟାପୁନି କରୋନା ସଂକ୍ରମଣ । ସଂକ୍ରମଣ ଗୋଟିଏ ସ୍ତରକୁ ଯାଇ ପାଖାପାଖି ସେଇଠି ରହିଛି । ପଜିଟିଭ ଡବଲିଂ ହେଉନି, ଡାଉନ ଟ୍ରେଣ୍ଡ ଦେଖାଯାଉଛି । ମୃତୁ୍ୟ ସଂଖ୍ୟା ବୃଦ୍ଧିର କାରଣ ପୂର୍ବ ୧୫ ଦିନ ଅନେକ ଗୁରୁତର ଥିଲେ । ମାତ୍ର ପ୍ରତିଶତ ହିସାବରେ ଆମେ ଭଲ ସ୍ଥିତିରେ ରହିଛୁ । ବାରିପଦା କୋଭିଡ ହସ୍ପିଟାଲ ଘଟଣାର ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରିବ । ଯେଉଁମାନେ ଦୋଷୀ ସେମାନେଙ୍କ ବିରୋଧ କାର୍ଯ୍ୟନୁଷ୍ଠାନ ହେବ । ଅନେକ ଦେଶରେ ୩ୟ ଲହର ଆସନି, ମାତ୍ର ଆସିବନି କହି ହେବନି ।