୩.୩୧ ଲକ୍ଷ ସ୍ଥାନାନ୍ତରିତ

୩.୩୧ ଲକ୍ଷ ସ୍ଥାନାନ୍ତରିତ

୩.୩୧ ଲକ୍ଷ ସ୍ଥାନାନ୍ତରିତ
ଭୁବନେଶ୍ୱର: ସୁରକ୍ଷିତ ଆଶ୍ରୟସ୍ଥଳକୁ ଲୋକଙ୍କୁ ସ୍ଥାନାନ୍ତରଣ ଜାରି ଚାଲିଛି । ଦିନ ୩ଟା ସୁଦ୍ଧା ୩ ଲକ୍ଷ ୩୧ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ ଲକ୍ଷ ୮୨ ହଜାର, ଭଦ୍ରକ-୨୪୬୦୦, ଜଗତସିଂହପୁର-୨୦୦୦୦, ପୁରୀ-୨୨୨୫୦, ଯାଜପୁର-୨୯୫୦୦, ଗଜପତି-୨୦୦୯୧, କଟକ-୮୭୨୬ ଲୋକଙ୍କୁ ସ୍ଥାନାରନ୍ତିତ କରାଯାଇଛି । ମୋଟ ପ୍ରାୟ ସାଢେ ୧୧.୫୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବର ରହିଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୩ଟି ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । କୌଣସି ଲୋକ ଯେପରି ବାତ୍ୟାର ଅସୁବିଧାରେ ନପଡେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।