ଘର ଭୁଶୁଡି ୪ ନାବାଳକ ଆହତ

ଘର ଭୁଶୁଡି ୪ ନାବାଳକ ଆହତ

ଘର ଭୁଶୁଡି ୪ ନାବାଳକ ଆହତ
ଯାଜପୁର: ଇନ୍ଦିରା ଆବାସ ଘର ଛାତ ଭୁଶୁଡି ୪ ଜଣ ନାବାଳକ ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ଗଡ ସାହିରେ । ଘରେ ପିଲାମାନେ ଖେଳୁଥିବା ସମୟରେ ଭୁଶୁଡି ପଡିଥିଲା ଛାତ । ଭୁଶୁଡି ପଡିବାରୁ ୨ ଆହତ ହୋଇଥିଲେ । ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଅଛି । ଗୁରୁତର ପିଲାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।