୨୪ ଘଣ୍ଟାରେ ଦେଶରେ ୩୧, ୯୨୩ ସଂକ୍ରମିତ ଚିହ୍ନଟ
୨୪ ଘଣ୍ଟାରେ ଦେଶରେ ୩୧, ୯୨୩ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦିନକୁ ଦିନ କରୋନାର ଦ୍ୱତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ସମସ୍ତଙ୍କ ଚିନ୍ତା । ଗତ ୨୪ଘଣ୍ଟାରେ ଦେଶରେ ୩୧,୯୨୩ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୮୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି । କେବଳ କେରଳରୁ ୧୯ ହଜାର ୬୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ କେରୋନାଜନିତ ମୃତୁ୍ୟ ସଂଖ୍ୟା ୧୪୨ ରହିଛି । ଏପର୍ୟ୍ୟନ୍ତ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪,୪୬,୦୫୦ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍ ରହିଛି ୩,୦୧,୬୦୪ । କରୋନାରୁ ସୁସ୍ଥ ହୋଇଛନ୍ତି ୩,୨୮,୧୫,୭୩୧ ଜଣ ।




admin 