୨୦୨୨ରେ ଆସିଥିଲା ୫ଜି ସେବା
୨୦୨୨ରେ ଆସିଥିଲା ୫ଜି ସେବା
ଦେଶରେ ୨୦୨୨ରେ ୫ଜି ଦୂରସଚାଂର ସେବା ଆରମ୍ଭ ହୋଇଛି । ଅକ୍ଟୋବର ପହିଲାରୁ ଏହି ସେବା ଦେଶରେ କିଛି ହାତଗଣିତ ମହାନଗରରେ ପ୍ରଚଳନ ଆରମ୍ଭ ହୋଇଥିଲା। ଏହାକୁ କ୍ରମଶଃ ପରିବ୍ୟାପ୍ତ କରାଉଛି । ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ୍ ପକ୍ଷରୁ ଏହି ସେବା ପ୍ରଥମେ ଆରମ୍ଭ କରାଯାଇଛି ।
ଏହା ପ୍ରଯୁକ୍ତିର ସଫଳତା ଜନସାଧାରଣଙ୍କ ନିକଟରେ ତ୍ୱରିତ ପହଚାଂଇବା ସହିତ ସେମାନଙ୍କ ଜୀବନଧାରଣ ମାନକୁ ଉନ୍ନତ କରିବ । ୫ଜି ସେବା ପ୍ରଚଳିନ ଦ୍ୱାରା ଇଣ୍ଟରନେଟ୍ ବ୍ୟବହାର ଅଧିକ ତ୍ୱରାନ୍ୱିତ ହେବା ।




admin 