୨ ଶହ ଟଙ୍କିଆ ଜାଲ ନୋଟ
୨ ଶହ ଟଙ୍କିଆ ଜାଲ ନୋଟ
ଭୁବନେଶ୍ୱର: ଦିନକୁ ଦିନ ବିଶୃଙ୍ଖଳା ହେଉଛି ପରିବେଶ । ଲୁଟ, ହତ୍ୟା, ଦୁର୍ନୀତି, ଦୁଷ୍କର୍ମର ମାତ୍ରା ବଢିଚାଲିଛି । ଆଜି ଭୁବନେଶ୍ୱରରୁ ୭ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି । ଜାଲନୋଟ ଗୁଡିକ ଖାରବେଳନଗର ଅଂଚଳରୁ ଜବତ ହୋଇଥିବା ସୂଚନା ମିଳିଛି । ଜବତ ହୋଇଥିବା ସମସ୍ତ ଜାଲ ନୋଟ ୨ଶହ ଟଙ୍କିଆ ହୋଇଥିବା ଜଣାପଡିଛି । ଜାଲନୋଟ ଗୁଡିକୁ ଜବତ କରିବା ସହ ପୋଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।




admin 