୧୯ରେ ସୁଲିଆ ଯାତ୍ରା : ପଡିବ ବଳି

୧୯ରେ ସୁଲିଆ ଯାତ୍ରା : ପଡିବ ବଳି

୧୯ରେ ସୁଲିଆ ଯାତ୍ରା : ପଡିବ ବଳି
ବଲାଙ୍ଗିର: ପ୍ରସିଦ୍ଧ ସୁଲିଆ ଯାତ୍ରା ଆୟୋଜନ ନେଇ ନିଷ୍ପତି ନିଆଯାଇଛି । ଖଇରିଗୁଡା ଠାରେ ସୁଲିଆ ଯାତ୍ରା କମିଟି ବୈଠକ ବସିଥିଲା । ସୁଲିଆ ଯାତ୍ରା କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ଜାନୁଆରୀ ୧୯ ତାରିଖରେ ଏବର୍ଷ ସୁଲିଆ ଯାତ୍ରା ହେବ । ସୁଲିଆ ଯାତ୍ରାରେ ବଳି ପକାଯିବ ବୋଲି ନିଷ୍ପତି ନିଆଯାଇଛି । କୋଭିଡ କଟକଣା ମାନି ଯାତ୍ରା ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି । ଏବର୍ଷ ସୁଲିଆ ଯାତ୍ରାରେ ଯେପରି କୌଣସି ବିଶୃଙ୍ଖଳା ନଉପୁଜେ ସେଥି ପ୍ରତି ଧ୍ୟାନ ଦିଆଯିବ ।