ସୋମବାର ଡାକ୍ତରଙ୍କ କାର୍ଯ୍ୟବନ୍ଦ

ସୋମବାର ଡାକ୍ତରଙ୍କ କାର୍ଯ୍ୟବନ୍ଦ

ସୋମବାର  ଡାକ୍ତରଙ୍କ କାର୍ଯ୍ୟବନ୍ଦ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଡାକ୍ତର ପରବହ ମୁଖାର୍ଜୀଙ୍କୁ ଆକ୍ରମଣ ପ୍ରତିବାଦରେ ଦେଶବ୍ୟାପୀ ଡାକ୍ତରମାନେ ଆନେ୍ଦାଳନ କରିଛନ୍ତି । ଆସନ୍ତା ସୋମବାର ସାରା ଦେଶରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବାକୁ ନିଷ୍ପତି ନେଇଛନ୍ତି । ଆଏମଏ ପକ୍ଷରୁ ଏହି କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । ଏ ନେଇ ଆଜି ଦିଲ୍ଲୀ ଏମସ ଡାକ୍ତର ସଂଘ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହର୍ଷବଦ୍ଧନଙ୍କୁ ଭେଟିଛନ୍ତି ।