ସିଡନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଖେଳାଳି

ସିଡନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଖେଳାଳି

ସିଡନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଖେଳାଳି
ସିଡନୀ: କୋଭିଡ-୧୯ ସ୍ଥିତିକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା, ଭାରତୀୟ ଖେଳାଳିଙ୍କ ବାହାରେ ଖାଇବାକୁ ନେଇ ସୃଷ୍ଟି ହୋଇଥିବା ବାଦବିବାଦ, ଆହତ ସମସ୍ୟା ଓ ଫର୍ମ ନଥିବା ଅବସ୍ଥାରେ ଏଠାରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ । ଏହାରି ଭିତରେ ସିଡନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଖେଳାଳିଙ୍କ ତାଲିକା ପ୍ରକାଶ ଯାଇଛି । ଅନ୍ୟପକ୍ଷରେ ସିଡନୀ ଟେଷ୍ଟରେ ନବଦୀପ ସୈନୀ ଡେବୁ୍ୟ କରିବେ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ ଶର୍ମା ଖେଳିବେ ବୋଲି ଜଣାଯାଇଛି । ଚୂଡ଼ାନ୍ତ ଏକାଦଶ: ରୋହିତ, ଶୁବମନ, ପୂଜାରା, ରାହେଣ(ଅଧିନାୟକ, ହନୁମା, ପନ୍ତ, ଜାଡେଜା, ଅଶ୍ୱିନ, ବୁମରା, ସିରାଜ ଓ ସୈନୀ ।