ଶ୍ରମିକଙ୍କ ଗୁପ୍ତାଙ୍ଗ କାଟି ବିଭସô ଭାବରେ ହତ୍ୟା କଲେ ଦୁର୍ବୁତ

ଶ୍ରମିକଙ୍କ ଗୁପ୍ତାଙ୍ଗ କାଟି ବିଭସô ଭାବରେ ହତ୍ୟା କଲେ ଦୁର୍ବୁତ

ଶ୍ରମିକଙ୍କ ଗୁପ୍ତାଙ୍ଗ କାଟି ବିଭସô ଭାବରେ ହତ୍ୟା କଲେ ଦୁର୍ବୁତ
ଢେଙ୍କାନାଳ/ଭୁବନ (ସଞ୍ଜୟ କୁମାର ନାୟକ) - ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଠାରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଯୁବକର ଗୁପ୍ତାଙ୍ଗା କାଟିବା ସହ ଆଖି ତାଡି ନେଇ ହତ୍ୟାକରିଥିବା ଜଣାଯାଇଛି । ଉତ୍ୟକ୍ତ ଗ୍ରାମବାସୀ ଶବକୁ ନିହଲପ୍ରସାଦ ଚଢେଇଧରା ରାସ୍ତାରେ ଥୋଇ ଟୟାରଜାଳି ରାସ୍ତାରୋକ କରିଥିବା ଜଣାଯାଇଛି । ଖବରନେବାରୁ ଜଣାଯାଏ ଯେ ନିହଲପ୍ରସାଦ ଥାନ ନିତ୍ୟାନନ୍ଦପୁର ଗ୍ରାମର କଷ୍ଟୁ ବେହେରାଙ୍କୁ ସାନପୁଅ ପୂର୍ଣ୍ଣଚନ୍ଦ୍ର ବେହେରା(୪୦) ସ୍ଥାନୀୟ ନିହଲପ୍ରସାଦ ଆରୁଣୀ କ୍ରସରରେ ଶ୍ରମିକ ଭାବେ କାମ କରନ୍ତି । ସେ ଦୀର୍ଘ ଏକ ବର୍ଷ ହେଲା ସହି କ୍ରସର ପରିସରରେ ବାସ କରୁଥିଲେ । ଗତ ରାତିରେ କେହି ଦୃବୃତ ପୂର୍ଣ୍ଣଚନ୍ଦ୍ରଙ୍କୁ ବିଭଛ ଭାବେ ହତ୍ୟା କରିଛି । ବାମ ପଟ ଆଖି ତାଡି ନେଇଥିବାବେଳେ ଗୁପ୍ତାଙ୍ଗକୁ ଆଧାରୁ କାଟି ଦିଆଦେଇଛି । ଗୋଡ ଓ ପାଟିରେ କ୍ଷତ ହୋଇଛି ।,ବେକରେ ଦାଗ ରହିଛି । ଖାଲି ସେତିକି ନୁହେଁ ମାରିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କ ଘର ଆଗରେ ପକାଇଦେଇଥିବା ଜଣାଯାଇଛି । ଶୁକ୍ରବାର ଦିନ ସକାଳୁ ପୂର୍ଣ୍ଣଚନ୍ଦ୍ରର ବଡଭାଇ ବାସୁଦେବ ବେହେରା ର ପୁଅ ନିଦରୁ ଉଠି ଛେପ ପକାଉତôବାବେଳେ ମୁଣ୍ଡ ଦେଖିବାକୁ ପାଇଥିଲା । ପରେ ଘରଲୋକଙ୍କୁ ଡାକି ଦେଖିବା ବେଳକୁ ବାସୁର ହୋସ ଉଡିଯାଇଥିଲା । ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ପୂର୍ଣ୍ଣଚନ୍ଦ୍ରର ଶବକୁ ନିହଲପ୍ରସାଦ ଚଢେଇଧରା ପୂ୍ତର୍୍ ବିଭାଗ ରାସ୍ତାକୁ ଆଣି ଅବରୋଧ କରିଛନ୍ତି ଗ୍ରାମବାସୀ । ସାଇଟିପିକ ଟିମ ଘଟଣାର ତଦନ୍ତ ପାଇଁ ଆସୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ପୂର୍ଣ୍ଣର ସ୍ତ୍ରୀ ଟାଇପଏଡ ରୋଗରେ ପଡି ମରିଯିବା ପରେ ଏକମାତ୍ର ଝିଅ ରମା ବେହେରା (୧୬) କୁ କଟକ ଜିଲା ଟାଙ୍ଗୀ ବ୍ଲକ ମଣିଆ ଗ୍ରାମରେ ରହୁଥିବା ତାର ମାଉସୀ ପାଳନ କରୁଥିବା ଜଣାଯାଇଛି । ଘଟଣାସ୍ଥଳରେ ନିହଲପ୍ରସାଦ ଥାନାଧିକାରୀ ଓ ପୋଲିସ ପହଁଚି ତଦନ୍ତ ଜାରି ରଖିଛି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ରୁ ପୋଲିସ ପାଇଁ ଏହା ଚ୍ୟାଲେଂଜ ହୋଇଛି । ଆରୁଣୀ କ୍ରସର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କର ବ୍ୟବସାୟ ପ୍ରତିଷ୍ଠାନ ଅଟେ ।