ଲୁଟ ଘଟଣା ପୁଅ ପରେ ମା’କୁ ଗିରଫ କଲା ପୁଲିସ

ଲୁଟ ଘଟଣା ପୁଅ ପରେ ମା’କୁ ଗିରଫ କଲା ପୁଲିସ

ଲୁଟ ଘଟଣା ପୁଅ ପରେ ମା’କୁ ଗିରଫ କଲା ପୁଲିସ
କଟକ - ଏକ ମଦ ଦୋକାନ କର୍ମଚାରୀଙ୍କୁ ଲୁଟ ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣକ ଜଣେ ଦୁର୍ଦ୍ଧାନ୍ତ ଅପରାଧୀର ମା’ ବୋଲି ସୂଚନା ମିଳିଛି । ଗତ ୬ରେ ଜଗତପୁର ଆଇବି ରୋଡ ନିକଟରେ ଜଣେ ମଦ ଦୋକାନର କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ ୫ ଲକ୍ଷ ଲୁଟ ହୋଇଥିଲା ।