ଲାପାସ୍କୋରୋପିକ ସର୍ଜରୀର ଜନକଙ୍କ ପରଲୋକ
ଲାପାସ୍କୋରୋପିକ ସର୍ଜରୀର ଜନକଙ୍କ ପରଲୋକ
ମୁମ୍ବାଇ : ଭାରତର ଲାପାସ୍କୋରୋପିକ ସର୍ଜରୀର ଜନକ ବାବରେ ପରିଚିତ ଡକ୍ଟର ଟେହେମଟର ଇ ଉଦୱାଡିଆଙ୍କର ପରଲୋକ ଘଟିଛି । ତାଙ୍କୁ ୮୮ ବରେଷ ବୟସ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ଅ୍ବସ୍ଥା ଗୁରୁତ୍ୱ ହେବାରୁ କିଛିଦିନ ତଳେ ତାଙ୍କୁ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯଥିଲା ।ସେଠାରେ ଗତ କାଲି ଦିନ ୧୧ଟା ୧୫ ମିନିଟରେ ତାଙ୍କ ପରଲୋକ ହୋଇଥିଲା ।
ଉଦୱାଡି ଠାରେ ତାଙ୍କ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୧୯୯୦ ମେ ୩୧ରେ ଜେଜେ ହସ୍ପିଟାଲରେ ଡକ୍ଟର ଉଦୱାଡିଆ ଦେଶର ପରଥମ ଲାପାସ୍କୋରୋପିକ କୋଲେସିକସେକ୍ଟୋମି କରିଥିଲେ ୨ କେବଲ ବାରତ ନୁହେଁ ସମଗ୍ର ଏସିଆରେ ତେôଲା ପ୍ରଥମ ଲାପାସ୍କୋରୋପିକ ସର୍ଜରୀ । ୨୦୧୭ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମନିତ କରାଯାଇଥିଲା ୨ ତାଙ୍କ ପରଲୋକରେ ଫଧାମନ୍ତ୍ରୀ ନର୍ନ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।




admin 