ଲକ୍ ଡାଉନ କଟକଣାକୁ ଫୁଁ, ନିଶ୍ଚିତକୋଇଲିରେ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ ।

ଲକ୍ ଡାଉନ କଟକଣାକୁ ଫୁଁ, ନିଶ୍ଚିତକୋଇଲିରେ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ ।

ଲକ୍ ଡାଉନ କଟକଣାକୁ ଫୁଁ, ନିଶ୍ଚିତକୋଇଲିରେ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ ।
କଟକ ଜିଲ୍ଲା ର ଗ୍ରାମାଞ୍ଚଳ ରେ ହେଉଥିବା ସାପ୍ତାହିକ ହାଟ ମାନଙ୍କରେ ଳକ୍ ଡାଉନ୍ ରେ କୋହଳ ଯୋଗୁଁ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। କରୋନା ଭୂତାଣୁ ର ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଯଥା ସାମାଜିକ ଦୂରତା ବଜାୟ ରଖିବା, ନିଜର ମୁହଁ ଓ ନାକକୁ ସମ୍ପୂର୍ଣ୍ଣ ଘୋଡାଇ ରଖିବା, ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା ପାଇଁ ବାରଣ କରାଯାଇଥିବା ସତ୍ୱେ ଅଧିକାଂଶ ଲୋକମାନେ ଏହି ସବୁ ନିୟମକୁ ମାନୁ ନ ଥିବା ଦେଖିବାକୁ ମିଳୁଛି । ସାପ୍ତାହିକ ହାଟରେ ହେଉଥିବା ଭିଡ଼କୁ କମାଇବାପାଇଁ ଏକତ୍ର ହାଟ ନ କରାଯାଇ ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ସାପ୍ତାହିକ ହାଟ ଖୋଲିବା ପାଇଁ କଟକ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କଲେ ଅନେକ ମାତ୍ରାରେ କରୋନା ଭୂତାଣୁ ସଂକ୍ରମଣ ରୁ ସୁରକ୍ଷିତ ରହି ପାରିବା। ଆମ୍ଭେ ଏଥିପାଇଁକଟକ ଜିଲ୍ଲା ପ୍ରଶାସନ କୁ ନିବେଦନ କରୁଅଛୁ ।