ରାହୁଲଙ୍କ ସଂକଳ୍ପ ସମାବେଶ

ରାହୁଲଙ୍କ ସଂକଳ୍ପ ସମାବେଶ

ରାହୁଲଙ୍କ ସଂକଳ୍ପ ସମାବେଶ
ଜୟପୁର କଂଗ୍ରେସ ପରିବର୍ତନ ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧୀ । ଏହି ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣ । ସଂକଳ୍ପ ସମାବେଶରେ ରାହୁଲ ମାରିଲେ ରାଫେଲ ବାଣ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଲେ କଡା ସମାଲୋଚନ । ବିବାହ ପାଇଁ ସହାୟତା ପ୍ରତିଶୃତି । କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ଝିଅଙ୍କ ବିବାହ ପାଇଁ ସହାୟତାର ହାତ ବଢ଼ାଇବ କଂଗ୍ରେସ । ବିଧବାଙ୍କ ଭର୍ତା ରାଶି ୨ ହଜାର ଟଙ୍କା ବଢ଼ିବ । କ୍ଷମତାକୁ ଆସିଲେ ମିନିମମ୍ ଗ୍ୟାରେଂଟିର ଇନକମ୍ ଦବ କଂଗ୍ରେସ । ଓଡିଶାକୁ କଂଗ୍ରେସ ଆସିଲେ କୃଷିଋଣ ଛାଡ ହେବ ଓ ଧାନର ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗରେ ରାହୁଲଙ୍କ ବୟାନ । ଦେଶରେ ଐତିହାସିକ କାର୍ଯ୍ୟ କରିବାକୁ ଯାଇଛି କଂଗ୍ରେସ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।